ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦେଣାଦାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦେଣାଦାର   ବିଶେଷ୍ୟ

ଅର୍ଥ : ଯାହା ଜିମାରେ କିଛି ଦେବାପାଇଁ ବାକିଅଛି

ଉଦାହରଣ : ସେ ମୋର ଦେଣାଦାର କାହିଁକିନା ବର୍ତ୍ତମାନ ବି ମୋର ତାଙ୍କ ଠାରୁ ଶହେ ଟଙ୍କା ପାଇବାର ଅଛି


ଅନ୍ୟ ଭାଷାରେ ଅନୁବାଦ :

वह जिसके जिम्मे कुछ देना बाकी हो।

वह मेरा देनदार है क्योंकि अभी भी मुझे उनसे सौ रुपये पाने हैं।
असामी, देनदार, देनहार, देवा, बक़ायादार, बकायादार

A person who owes a creditor. Someone who has the obligation of paying a debt.

debitor, debtor

ଅର୍ଥ : ଯେଉଁ ବ୍ୟକ୍ତି କୌଣସି ସାହୁକାରଆଦିଙ୍କଠାରୁ କରଜ ନେଇଥାଏ

ଉଦାହରଣ : ସାହୁକାର ନିଜ ଋଣଗ୍ରହୀତାମାନଙ୍କ ଘରକୁ ତାଗିଦା ପଠେଇଲା

ସମକକ୍ଷ : ଋଣଗ୍ରହୀତା, ଋଣଗ୍ରାହୀ, ଖାତକ


ଅନ୍ୟ ଭାଷାରେ ଅନୁବାଦ :

वह व्यक्ति जिसने किसी साहूकार आदि से कर्ज लिया हो।

साहूकार ने अपने आसामियों के घर तगादा भिजवाया।
असामी, आसामी